ସିଏମସି ଡେପୁଟି ମେୟର ନିର୍ବାଚନ ପାଇଁ ବିଜେଡିର ହୁଇପ ଜାରି

କଟକ: ଆସନ୍ତାକାଲି ସିଏମସିର ନବନିର୍ବାଚିତ କର୍ପୋରେଟର ଏବଂ ମେୟର ବିଧିବଦ୍ଧ ଭାବେ ଶପଥ ନେବେ।ସେହିପରି ଆସନ୍ତାକାଲି ଡେପୁଟି ମେୟର ନିର୍ବାଚନ କରାଯିବ। ନିର୍ବାଚନ ପାଇଁ ହୁଇପ ଜାରି କରିଛି ବିଜେଡି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ହୁଇପ ଜାରି କରିଛନ୍ତି। ହୁଇପ ଅନୁସାରେ ବିରୋଧୀଙ୍କ ପକ୍ଷରୁ ଯଦି କେହି ଡେପୁଟି ମେୟର ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରନ୍ତି,ତେବେ ନିର୍ବାଚନ କରାଯିବ। ଦଳ … Continue reading ସିଏମସି ଡେପୁଟି ମେୟର ନିର୍ବାଚନ ପାଇଁ ବିଜେଡିର ହୁଇପ ଜାରି